ଇମ୍ରାନ ଖାଁଙ୍କ ବଡ଼ ବୟାନ

ଲାହୋର: ଭାରତ ସହିତ ଶତ୍ରୁତା ଏବଂ ଚୀନ ସହିତ ନିବିଡ ସଂପର୍କ ବଢାଇ ଚାଲିଥିବା ପାକିସ୍ତାନକୁ ନେଇ ଆମେରିକା କ୍ଷୁବ୍ଧ । କେବଳ ଆମେରିକା ନୁହେଁ, ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ମଧ୍ୟ ପାକିସ୍ତାନ ଓ ଚୀନ ମଧ୍ୟରେ ସୁସଂପର୍କକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଚୀନ ସହିତ ସଂପର୍କ ହ୍ରାସ କରିବାକୁ ସେମାନେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ଚାପ ପକାଇବାରେ ଲାଗିଛନ୍ତି । ଏକଥା ନିଜେ ଇମ୍ରାନ ସ୍ୱୀକାର କରିଛନ୍ତି । କିନ୍ତୁ ଇମ୍ରାନ ଖାଁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଚୀନ ସହିତ ପାକିସ୍ତାନର ସଂପର୍କ ଦୀର୍ଘ ୭୦ ବର୍ଷର । ସେ କଦାପି ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଚାପ ଆଗରେ ମୁଣ୍ଡ ନୁଆଇବେ ନାହିଁ ।

Share

Leave a Reply

Your email address will not be published. Required fields are marked *

three × two =