ଏନଆଇଟି ରାଉରକେଲାକୁ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମାନ୍ୟତା

ଭୁବନେଶ୍ୱର() ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏନଆଇଆରଏଫ ର୍ୟାକିଂ ପ୍ରକାଶ ପାଇଛି । ତଦନୁଯାୟୀ ଚେନ୍ନାଇର ଆଇଆଇଟି ମାଡ୍ରାସ ଶୀର୍ଷ ସ୍ଥାନରେ ରହିଥିବାବେଳେ ବେଙ୍ଗାଲୁରୁ ସ୍ଥିତ ଆଇଆଇଏସ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଆଇଆଇଟି ଦିଲ୍ଲୀ ରହିଛି ।

ଅନ୍ୟପକ୍ଷରେ ଏନଆଇଟି ରାଉରକେଲାକୁ ଓଡ଼ିଶାର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମାନ୍ୟତା ମିଳିଛି । ୩୨ତମ ସ୍ଥାନରେ ଏନଆଇଟି ରାଉରକେଲା ସ୍ଥାନିତ ହୋଇଛି । ସେହିପରି ୩୮ତମ ସ୍ଥାନରେ ଭୁବନେଶ୍ୱରର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ, ୪୫ତମ ସ୍ଥାନରେ କିଟ, ୫୬ତମ ସ୍ଥାନରେ ଆଇଆଇଟି ଭୁବନେଶ୍ୱର ରହିଛି ।

Share

Leave a Reply

Your email address will not be published. Required fields are marked *

five × 4 =