ଆର୍ଥିକ ସାହାଯ୍ୟ ମାଗିଲେ ନିରଂଜନ

ଭୁବନେଶ୍ୱର() ଟଙ୍କା ମାଗିଲେ ନିରଂଜନ । ବିଜେପୁର ନିର୍ବାଚନ ପାଇଁ ଆର୍ଥିକ ସାହାଯ୍ୟ ମାଗିଲେ ନିରଂଜନ ପଟ୍ଟନାୟକ । କଂଗ୍ରେସ ପାଖରେ ଟଙ୍କା ନଥିବାରୁ ବଦାନ୍ୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ ମାଗିଲେ ପିସିସି ସଭାପତି । ନିରଂଜନ କହିଛନ୍ତି, ନିକଟରେ ନିର୍ବରଚନ ସରିଥିବାରୁ କଂଗ୍ରେସ ପାଖରେ ଟଙ୍କା ନାହିଁ । ବଦାନ୍ୟ ବ୍ୟକ୍ତି ଏବଂ ନେତାମାନେ ଆର୍ଥିକ ସାହାର୍ଯ୍ୟ କରନ୍ତୁ ।

Share

Leave a Reply

Your email address will not be published. Required fields are marked *

13 + 20 =