ଘୁଞ୍ଚିଲା ହାଥରସ ଗଣଦୁଷ୍କର୍ମ ମାମଲାର ଶୁଣାଣି

ନୂଆଦିଲ୍ଲୀ()  ସୁପ୍ରିମକୋର୍ଟରେ ୟୁପି ହାଥରସ ଗଣଦୁଷ୍କର୍ମ ମାମଲାର ଶୁଣାଣି ଆସନ୍ତା ସପ୍ତାହକୁ ଘୁଞ୍ଚିଛି । ଆସନ୍ତା ସପ୍ତାହରେ ମାମଲାର ଶୁଣାଣି ହେବ । ପୀଡିତ ପରିବାର ଓ ସାକ୍ଷୀଙ୍କ ସୁରକ୍ଷା ନେଇ ସତ୍ୟପାଠ ଦାଖଲ ନିର୍ଦ୍ଦେଶ ହୋଇଛି । ୟୁପି ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସଠିକ୍ ତଦନ୍ତ ହେଉଛି କି ନାହିଁ, ତାହା ଖଣ୍ଡପୀଠ ତଦାରଖ କରିବ ।

Share

Leave a Reply

Your email address will not be published. Required fields are marked *

17 + four =