ଫିଲିପାଇନ୍ସରେ ବିମାନ ଦୁର୍ଘଟଣା

ନୂଆଦିଲ୍ଲୀ: ଫିଲିପାଇନାନ୍ସରେ ବିମାନ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ତେବେ ଏହି ବିମାନରେ ୮୫ଜଣ ଯାତ୍ରୀଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସୁଲୁ ପ୍ରୋଭିନ୍ସର ପାଟିକୁଲ ସହରରେ ଏହି ବିମାନ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏଯାବତ କେତେଜଣ ଯାତ୍ରୀଙ୍କ କଣ ଅସୁବିଧା ହୋଇଛି ତାହା ସ୍ପଷ୍ଠ ହୋଇନାହିଁ ।

Share

Leave a Reply

Your email address will not be published. Required fields are marked *

9 − 5 =