ଏମଟିଏନଏଲ ବିଲଡିଂରେ ଅଗ୍ନିକାଣ୍ଡ

ମୁମ୍ବାଇ()  ମୁମ୍ବାଇ ସ୍ଥିତ ସରକାରୀ ଟେଲିଫୋନ୍ ଏମଟିଏନ୍ଏଲ୍ର ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ଦମକଳ ବିଭାଗର ୧୪ଟି ଗାଡ଼ି ପହଞ୍ଚି ନିଆଁଲିଭା କାର୍ୟ୍ୟରେ ଜୁଟିଛନ୍ତି। ଏ ପର୍ୟ୍ୟନ୍ତ କୌଣସି ମୃତାହତ ଘଟିନଥିବା ଜଣା ପଡ଼ିଛି। ଅଗ୍ନିକାଣ୍ଡ ପରେ ବିଲଡିଂର ଛାତ ଉପରେ ୧୦୦ରୁ ଅଧିକ ଲୋକ ଫସି ରହିଥିବା ଦେଖିବାକୁ ମିଳିଛି। ସର୍ଟ ସର୍କିଟ୍ କାଣରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।

Share

Leave a Reply

Your email address will not be published. Required fields are marked *

eighteen − nine =