ଦିଲ୍ଲୀରେ ଅଗ୍ନିକାଣ୍ଡ, ୨୨ ଦମକଳ ଗାଡି ନିୟୋଜିତ

 ନୂଆଦିଲ୍ଲୀ()  ଦିଲ୍ଲୀର କଡକଡଡୁମା ଅଞ୍ଚଳରେ ଥିବା ଏକ । ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ ଡିଜିଏଚ୍ଏସର ଷଷ୍ଠ ମହଲାରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି।ଅଗ୍ନି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ୨୨ଟି ଦମକଳ ବାହିନୀ ଗାଡି ଏବଂ ୬୦ଜଣ କର୍ମଚାରୀ ନିୟୋଜିତ ରହିଛନ୍ତି।

ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ। ତେବେ ଦିନ ଗୋଟାଏ ବାଜି ୫୦ ମିନିଟରେ ଦିଲ୍ଲୀ ଅଗ୍ନିଶମ ବିଭାଗ ନିଆଁ ଲାଗିଥିବା ନେଇ ସୂଚନା ପାଇଥିଲେ। ଘଟଣା ସ୍ଥଳକୁ ତୁରନ୍ତ ଦମକଳ ବାହିନୀ ପଠାଯାଇଥିଲା। ସେହି ଭଳି ମୃତାହତଙ୍କ ସମ୍ପର୍କରେ ମଧ୍ୟ କୌଣସି ସୂଚନା ମିଳି ନାହିଁ ।

Share

Leave a Reply

Your email address will not be published. Required fields are marked *

four × three =