ପରିବର୍ତ୍ତନର ବାର୍ତ୍ତା ସହ ଫେସନ ସୋ

ଭୁବନେଶ୍ବର () ଜେଡି ଇନଷ୍ଟିଚ୍ୟୁଟ ଅଫ ଫେସନ ଟେକ୍ନୋଲୋଜିର ଚତୁର୍ଥ ବାର୍ଷିକ ଡିଜାଇନ ଆୱାର୍ଡ ସୋରେ ଆୟୋଜିତ ହୋଇଛି ଫେସନ ସୋ । ଏବର୍ଷର ଫେସନ ସୋର ଥିମ ହେଉଛି ପରିବର୍ତ୍ତନ  । ଅର୍ଥାତ ଫେସନ ଟେକ୍ନୋଲୋଜି ସଂପର୍କରେ ସାଧାରଣରେ ଥିବା ମାନସିକାତାର ପରିବର୍ତ୍ତନର ବାର୍ତ୍ତା ନେଇ ଏହି ସୋର ଆୟୋଜନ କରାଯାଇଛି  । ଏଥିରେ ବିଭିନ୍ନ ଋତୁକୁ ଖାପ ଖୁଆଇଲା ଭଳି 120 ପ୍ରକାର ପୋଷାକ ଡିଜାଇନର ପ୍ରଦର୍ଶନ ହୋଇଥିଲା । ଏଥିସହିତ ନାବାଳିକା ଦୁଷ୍କର୍ମ ଏବଂ ଏସିଡ ଆକ୍ରମଣ ନେଇ ସଚେତନତା ସୃଷ୍ଟିର ବର୍ତ୍ତା ନେଇ ମଧ୍ୟ ଏହି ସୋ ଆୟୋଜିତ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

1 × 1 =