ଦିଲ୍ଲୀରେ ମୃଦୃ ଭୂମିକମ୍ପ

ରାଜଧାନୀ ଦିଲ୍ଲୀ ଅଂଚଳରେ ଆଜି କିଛି ସମୟ ପାଇଁ ମୃଦୃ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଭୁମିକମ୍ପର ତୀବ୍ରତା ରିକଟର ସ୍କେଲରେ ୬.୪ ହୋଇଥିଲା । ଏହି ଭୁକମ୍ପର କେନ୍ଦ୍ରସ୍ଥଳ ହିନ୍ଦୁକୂଶ ପର୍ବତମାଳା ବୋଲି ଜଣାପଡିଛି । ଏହି ଭୂମିକମ୍ପ ପାଇଁ କିଛି ସମୟ ଲୋକମାନେ ଆତଙ୍କିତ ହୋଇପଡିଥିଲେ ।

Share

Leave a Reply

Your email address will not be published. Required fields are marked *

2 + three =