ଓଡିଆ ଧାବିକାଙ୍କୁ ରାଷ୍ଟ୍ରପତିଙ୍କ ପ୍ରଶଂସା

ନୂଆଦିଲ୍ଲୀ() ୱାର୍ଲ୍ଡ ୟୁନିଭର୍ସ ଗେମ୍ସରେ ସଫଳତା ପାଇବା ପରେ ଦୂତିଙ୍କୁ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି କହିଥିଲେ ୱାର୍ଲ୍ଡ ୟୁନିଭର୍ସ ଗେମ୍ସରେ ସଫଳତା ପାଇବା ସହ ଦେଶ ପାଇଁ ଗୌରବ ଆଣିଥିଲେ ଓଡିଆ ଝିଅ ଦୂତୀ ଚାନ୍ଦ । ଗତକାଲି ରାଷ୍ଟ୍ରପତି ଭବନରେ ଓଡିଶାରୁ ଦୂତୀ ଏବଂ ମେଡାଲ ପାଇଥିବା ଭାରତୀୟ ଖେଳାଳୀ ମାନେ ରାଷ୍ଟ୍ରପତିଙ୍କୁ ଭେଟିଥିଲେ ।ରାଷ୍ଟ୍ରପତିଙ୍କୁ ଭେଟିବା ପରେ ଖୁସିଥିବା କହିଛନ୍ତି ଦୂତି ଚାନ୍ଦ ।

Share

Leave a Reply

Your email address will not be published. Required fields are marked *

eighteen − 16 =