ଭଲ ରାସ୍ତା ଯୋଗୁ ବଡ଼ ଦୁର୍ଘଟଣା ଘଟୁଛି : ଉପ ମୁଖ୍ୟମନ୍ତ୍ରୀ

ଭଲ ରାସ୍ତା ଯୋଗୁ ଦୁର୍ଘଟଣା ବଢୁଛି  ଏପରି ମନ୍ତବ୍ୟ ଦେଇଛନ୍ତି କର୍ନାଟକର ଉପ ମୁଖ୍ୟମନ୍ତ୍ରୀ ଗୋବିନ୍ଦ କାରଜଲ । କାରଜଲ କହିଛନ୍ତି ଭଲ ରାସ୍ତା ଯୋଗୁ ବଡ଼ ଦୁର୍ଘଟଣା ଘଟୁଛି। କାରଣ ଭଲ ରାସ୍ତା ଯୋଗୁ ସମସ୍ତେ ଦ୍ରୁତ ଗତିରେ ଗାଡି ଚଳାଉଥିବାରୁ ଦୁର୍ଘଟଣା ଘଟୁଛି ବୋଲି ସେ କହିଛନ୍ତି। ବୁଧବାର ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ସେ ଏହି କହିଛନ୍ତି । ଭଲ ରାସ୍ତା ଯୋଗୁ ଲୋକେ ୧୨୦-୧୬୦ ଗତିରେ ଯାଉଛନ୍ତି ସେଥିପାଇଁ ଦୁର୍ଘଟଣା ଘଟୁଛି।

Share

Leave a Reply

Your email address will not be published. Required fields are marked *

2 × 3 =