ଏହି ସବୁ କାରଣ ପାଇଁ ତୃତୀୟ ଥର ଦିଲ୍ଲୀ ଦଖଲ କଲେ କେଜ୍ରିୱାଲ

ନୂଆଦିଲ୍ଲୀ () ଆମ ଆଦମୀ ପାର୍ଟିର ଜବରଦସ୍ତ ଜିତ୍ ।ଅପରାହ୍ନ ୪ ଟା ସୁଦ୍ଧା ଗଣତିରୁ ଆପ୍ ୬୩ ଆସନ ଏବଂ ବିଜେପି ୭ ଆସନରେ ବିଜୟୀ ବା ଆଗୁଆ ରହିଛନ୍ତି ।ଏକ ବିରାଟ ରୋଡ ଶୋ ସହ ବିଜୟ ଉତ୍ସବ ପାଲନ କରୁଥିବା ଅରବିନ୍ଦ କେଜରିୱାଲ କିନ୍ତୁ ଆଇ ଲଭ୍ ଯୁ କହି ଦିଲ୍ଲୀ ବାସୀଙ୍କୁ ଜଣାଇଛନ୍ତି କୃତଜ୍ଞତା , ଦେଇଛନ୍ତି ଧନ୍ୟବାଦ ।ତେବେ କେଜ୍ରିୱାଲଙ୍କ ଲୋକପ୍ରିୟତା ଆଗରେ ସଂପୂର୍ଣ୍ଣ ଫେଲ ମାରିଛି, ବିଜେପି ଓ ନରେନ୍ଦ୍ର ମୋଦିଙ୍କ ଦିଲ୍ଲୀ ଦଖଲର ରଣନୀତି ।

ତେବେ ଆସନ୍ତୁ ଜାଣିବା କେଉଁ କେଉଁ କାରଣ ପାଇଁ କେଜ୍ରିୱାଲ ଦିଲ୍ଲୀ ଦଖଲ କରିପାରିଲେ । ବିକାଶ ନାଁରେ ନିର୍ବାଚନ ଲଢିବା, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କାମ , ଗଳିକନ୍ଦିରେ ସିସିଟିଭି କ୍ୟାମେରା, ବସ୍ତି ଅଞ୍ଚଳରେ ପକ୍କା ଘରର ସମାଧାନ , ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ଉନ୍ନତି, ସ୍ୱାସ୍ଥ୍ୟ ସୁବିଧା, ମାଗଣା ବିଜୁଳି, ମାଗଣା ପାଣି , ମାଗଣା ବସ ସେବା, ଆଗୁଆ ପ୍ରାର୍ଥୀ ଘୋଷଣା ଓ ରଣନୀତ, ବିବାଦୀୟ ବୟାନରୁ ଆପ୍ ନେତା ଦୂରେଇ ରହିବ. ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ।

Share

Leave a Reply

Your email address will not be published. Required fields are marked *

nineteen − 6 =