ଏହି ଅଭିନେତ୍ରୀ ପାଇଁ ଦିନେ ପାଗଳ ଥିଲେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ, କିଏ ଆସନ୍ତୁ ଜାଣିବା

ଭାରତୀୟ ଟିମର କପ୍ତାନ ବିରାଟ କୋହଲୀ ଏବଂ ବଲୀଉଡର ଜଣାଶୁଣା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବାହାଘରର ଖବର ଗତ ବର୍ଷ ଚାରିଆଡେ ଚର୍ଚିତ ହେଉଥିଲା । ଆପଣଙ୍କୁ କହିଦେଉହୁ ଯେ ଦୁଇ ଜଣ ପରସ୍ପରଙ୍କୁ ବହୁତ ସମୟ ପର୍ଯ୍ୟନ୍ତ ଡେଟ କରିବା ପରେ ଗତ ବର୍ଷ ଇଟଲିରେ ବାହା ହୋଇଥିଲେ । ସମସ୍ତେ ଜାଣିଥିଲେ କି ଦୁଇଜଣ ପରସ୍ପଙ୍କୁ ଡେଟ କରୁଥିଲେ କିନ୍ତୁ ସେମାନେ ଏତେ ଜଲ୍ଦି ବାହା ହୋଇଯିବେ ବୋଲି କେହି ଭାବି ବି ନଥିଲେ ଏବଂ ତାଙ୍କର ବାହାଘର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା ।

ଆପଣ ଜାଣିଥିବେ କି ବିରାଟ ଅନୁଷ୍କାଙ୍କ ପୂର୍ବରୁ ଅନେକ ଝିଅଙ୍କୁ ଡେଟ କରି ସାରିଛନ୍ତି । ଏମାନଙ୍କ ମଧ୍ୟରୁ ଏମିତି ଏକ ଝିଅ ଅଛି ଯିଏକି ଅନୁଷ୍କାଙ୍କ ଠାରୁ ମଧ୍ୟ ବହୁତ ସୁନ୍ଦର ଅଟନ୍ତି । ଆପଣଙ୍କୁ କହିଦେଉଛୁ ଯେ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲୀଙ୍କ ବାହାଘର ବହୁତ ଗୁପଚୁପ ଭାବରେ ଇଟଲୀର ସହର ଫ୍ଲୋରେଂସର ବୋର୍ଗୋ ଫିନୋଶିଟୋ ରିଜର୍ଟରେ ହୋଇଥିଲା । ଯେଉଁଥିରେ କେବଳ କିଛି ଖାସ ବନ୍ଧୁମାନଙ୍କୁ ଡକା ଯାଇଥିଲା । ଅନୁଷ୍କା ଦେଖିବାକୁ ବହୁତ ହଟ ଏବଂ ସୁନ୍ଦର ଅଟନ୍ତି କିନ୍ତୁ ବିରାଟଙ୍କର ଗର୍ଲଫ୍ରେଂଡ ଏହି ମାମଲାରେ ତାଙ୍କଠୁ ଆଗରେ ଅଛନ୍ତି ।

ଆଜି ଆମେ ବିରାଟଙ୍କର ସେହି ଗର୍ଲଫ୍ରେଂଡ ବିଷୟରେ କଥାବାର୍ତ୍ତା କରିବୁ । ବ୍ରାଜିଲରେ ରହୁଥିବା ଅଭିନେତ୍ରୀ ଏବଂ ମଡେଲ ଇସାବେଲ ଲେଇଟ ସହିତ ଅଫେୟର ଅନୁଷ୍କାଙ୍କ ପରେ ବିରାଟଙ୍କର ଚର୍ଚା ସବୁଠୁ ଅଧିକ ରହିଥିଲା । ଇସାବେଲ ବଲୀଉଡରେ କାମ କରିବା ପାଇଁ ଭାରତ ଆସିଥିଲେ । କିନ୍ତୁ ବହୁତ ଚେଷ୍ଟା କରିବା ପରେ ମଧ୍ୟ ତାଙ୍କୁ କିଛି ଖାସ ସଫଳତା ମିଳିନାହିଁ । ଏକ ମିଡିୟା ରିପୋର୍ଟ ଅନୁସାରେ କୋହଲୀ ଏବଂ ଇସାବେଲଙ୍କର ଦେଖା ଗୋଟିଏ ପାର୍ଟିରେ ହୋଇଥିଲା । ଯାହାପରେ ଦୁଇଜଣଙ୍କୁ କେତେଥର ଏକା ସହିତ ଦେଖା ଯାଇଛି ।

ହେଲେ ବିରାଟଙ୍କ ମା କିନ୍ତୁ ତାଙ୍କୁ ବୋହୁ କରିବା ପାଇଁ ରାଜି ନଥିଲେ । କିନ୍ତୁ ଖବର ଅନୁସାରେ କିଛି ଦିନ ପରେ ହିଁ ଏମାନଙ୍କର ବ୍ରେକଅପ ହୋଇ ଯାଇଥିଲା । ଇସାବେଲ ଭାରତରେ ଅଭିନୟ ଏବଂ ମ୍ଡ଼େଲିଙ୍ଗ କରିବା ପାଇଁ ଆସିଥିଲେ । ଇସାବେଲ ବହୁତ ବିଜ୍ଞାପନରେ ମଧ୍ୟ କାମ କରିଛନ୍ତି । ଇସାବେଲଙ୍କର ପ୍ରାୟତଃ ଫିଲ୍ମ ବକ୍ସ ଅଫିସରେ ସେମିତି କିଛି ଖାସ କାମାଲ କରି ପାରି ନଥିଲା । ଆପଣଙ୍କୁ କହିଦେଉହଛୁ ଯେ ଅନୁଷ୍କା ଏବଂ ଇସାବେଲଙ୍କ ସହିତ ବିରାଟଙ୍କର ଅଫେୟର ସାଉଥ ଅଭିନେତ୍ରୀ ତମନ୍ନା ଭାଟିୟାଙ୍କ ସହିତ ମଧ୍ୟ ରହିଥିଲା ।

Share

Leave a Reply

Your email address will not be published. Required fields are marked *

three × four =