୨୪ ଘଣ୍ଟାରେ ୩,୭୨୨ କରୋନା ରୋଗୀ ଚିହ୍ନଟ

ନୂଆଦିଲ୍ଲୀ()  ଦେଶରେ ଆଜି ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୭୮ ହଜାର ଟପିଛି । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୮,୦୦୩ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଦେଶରେ ଏବେ ସୁଦ୍ଧା ୨୫୪୯ ଜଣ ଲୋକ ପ୍ରାଣ ହରାଇଛନ୍ତି । ବିଗତ ୨୪ ଘଣ୍ଟାରେ ୩,୭୨୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ଦେଶର ସବୁଠାରୁ ମହାରାଷ୍ଟ୍ର ବେଶି ପ୍ରଭାବିତ ହୋଇଥିବା ବେଳେ ସେଠାରେ ମୃତ୍ୟୁ ସଂଖ୍ୟା ଏବେ ୯୭୫ ରହିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

15 + 6 =