ଦେଶରେ ମୃତ୍ୟୁ ସଂଖ୍ୟା ୨୪୩୦୯କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୬ ହଜାର ୧୮୧ରେ ପହଁଚିଛି  । ସେମାନଙ୍କ ମଧ୍ୟରୁ ୫୯୨୦୩୨ ଜଣ ସୁସ୍ଥ ହୋଇଥିବାବେଳେ ୨୪୩୦୯ ଜଣ ମୃତୁ୍ୟବରଣ କରିଛନ୍ତି  । ଅପରପକ୍ଷରେ ୩୧୯୮୪୦ ଜଣ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି  । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି  । 

ଆନ୍ଧ୍ରପ୍ରଦେଶ : ୩୩୦୧୯
ଆସାମ : ୧୭୮୦୭
ବିହାର : ୧୯୨୮୪
ଛତିଶଗଡ଼ : ୪୩୭୯
ଦିଲ୍ଲୀ : ୧୧୫୩୪୬
ଗୋଆ : ୨୭୫୩
ଗୁଜୁରାଟ : ୪୩୬୩୭
ହରିୟାଣା : ୨୨୬୨୮
ହିମାଚଳ ପ୍ରଦେଶ : ୧୩୦୯
ଜାମ୍ମୁକାଶ୍ମୀର : ୧୧୧୭୩
ଝାରଖଣ୍ଡ : ୪୦୯୧
କର୍ଣ୍ଣାଟକ : ୪୪୦୭୭
କେରଳ : ୮୯୩୦
ଲଦାଖ : ୧୦୯୩
ମଧ୍ୟପ୍ରଦେଶ : ୧୯୦୦୫
ମହାରାଷ୍ଟ୍ର : ୨୬୭୬୬୫
ମଣିପୁର : ୧୬୭୨
ଓଡ଼ିଶା : ୧୪୮୯୮
ପଞ୍ଜାବ : ୮୫୧୧
ରାଜସ୍ଥାନ : ୨୫୫୭୧
ତାମିଲନାଡ଼ୁ : ୧୪୭୩୨୪
ତେଲେଙ୍ଗାନା : ୩୭୭୪୫
ତ୍ରିପୁରା : ୨୧୭୦
ଉତରାଖଣ୍ଡ : ୩୬୮୬
ଉତରପ୍ରଦେଶ : ୩୯୭୨୪
ପଶ୍ଚିମବଙ୍ଗ : ୩୨୮୩୮
୧୫୨୪ ଜଣ ଆକ୍ରାନ୍ତଙ୍କୁ କେଉଁ କେଉଁ ରାଜ୍ୟ ତାଲିକାଗୁଡ଼ିକରେ ଅନ୍ତର୍ଭୁକ୍ତ କରାଯିବ ତାହା ସ୍ଥିର କରାଯାଇନାହିଁ  । 

Share

Leave a Reply

Your email address will not be published. Required fields are marked *

seventeen + 4 =