୨୪ ଘଣ୍ଟାରେ ୯,୩୦୪ ନୂଆ ଆକ୍ରାନ୍ତ  ଚିହ୍ନଟ

ନୂଆଦିଲ୍ଲୀ()  ଦେଶରେ  କରୋନା ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୧୬ ହଜାର ୯୧୯  ଥିବାବେଳେ ମୃତ୍ୟୁସଂଖ୍ୟା ୬,୦୭୫ରେ ପହଞ୍ଚିଛି । ସେହିପରି ସକ୍ରିୟ ସଂକ୍ରମିତ ୧୦୬,୭୩୭ ବୃଦ୍ଧି ପାଇଛି ଓ ସୁସ୍ଥ ହେଇଛନ୍ତି ୧୦୪,୧୦୬ ଜଣ। ଗତ ୨୪ ଘଣ୍ଟାରେ ସର୍ବାଧିକ ୨୬୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯,୩୦୪ ନୂଆ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିିଳିଛି।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ୨,୫୮୭, ଗୁଜୁରାଟରେ ୧୧୨୨, ଦିଲ୍ଲୀରେ ୬୦୬, ମଧ୍ୟପ୍ରଦେଶରେ ୩୭୧, ପଶ୍ଚିମବଙ୍ଗରେ ୩୪୫, ଉତ୍ତରପ୍ରଦେଶରେ ୨୨୯, ରାଜସ୍ଥାନରେ ୨୦୯, ତାମିଲନାଡୁରେ ୨୦୮ ଜଣଙ୍କର ମୃତ୍ୟୁ ହୋଇଛି।

Share

Leave a Reply

Your email address will not be published. Required fields are marked *

8 + thirteen =