ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୧,୭୬୭କୁ ବୃଦ୍ଧି

ନୂଆଦିଲ୍ଲୀ() ଦେଶରେ କରୋନା ମୃତ୍ୟୁସଂଖ୍ୟା ୪,୩୩୭ ରେ ପହଞ୍ଚିଲାଣି। ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୧,୭୬୭ ଥିବା ବେଳେ ସକ୍ରିୟ ସଂକ୍ରମିତ ୮୩,୦୦୪ ରହିଛି।ସୁସ୍ଥ ହୋଇଛନ୍ତି ୬୪,୪୨୫ ଜଣ । ୨୪ଘଣ୍ଟାରେ ୧୭୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬,୩୮୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ମହାରାଷ୍ଟ୍ରରେ ସର୍ବାଧିକ ୧,୭୨୯ଲୋକଙ୍କ ମୃତ୍ୟୁ ଗୁଜୁରାଟରେ ୯୧୫, ମଧ୍ୟପ୍ରଦେଶରେ ୩୦୫, ଦିଲ୍ଲୀରେ ୨୮୮ ଜଣଙ୍କର ମୃତ୍ୟୁ  ହୋଇଛି।

Share

Leave a Reply

Your email address will not be published. Required fields are marked *

3 × two =