କୋଷ୍ଟଗାର୍ଡ ଜାହାଜରେ ଅଗ୍ନିକାଣ୍ଡ

ବିଶାଖାପାଟଣା()  ଜାହାଜରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଫଳରେ ସମସ୍ତ ୨୯ ଜଣ କର୍ମଚାରୀ ସମୁଦ୍ର ଭିତରକୁ ଡେଇଁ ପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ୨୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଜଣକର ପତା ମିଳୁ ନାହିଁ।

ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ବିଶାଖାପାଟଣା ବନ୍ଦର ନିକଟରେ ଜାଗୁଆର୍ରେ ହଠାତ୍ ନିଆଁ ଲାଗି ଯାଇଥିଲା । କେହି କିଛି ଭାବିବା ପୂର୍ବରୁ ନିଆଁ ବ୍ୟାପିବାରେ ଲାଗିଥିଲା । ଶେଷରେ ଜାହାଜରେ ଥିବା କର୍ମଚାରୀମାନେ ନିଜକୁ ବଞ୍ଚାଇବାକୁ ଯାଇ ପାଣିକୁ ଡେଇଁ ପଡ଼ିଥିଲେ । ସେମାନଙ୍କୁ ବଞ୍ଚାଇବାକୁ ଅନ୍ୟ ଏକ ବୋଟ୍ରେ କୋଷ୍ଟଗାର୍ଡ ପହଁଚିଥିଲେ ।

Share

Leave a Reply

Your email address will not be published. Required fields are marked *

4 × 4 =