କରୋନାରେ ଆକ୍ରାନ୍ତ ହେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକ() କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ କରୋନା। ବି.ଏସ୍‌ ୟେଦ୍ୟୁରପ୍ପାଙ୍କୁ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସ୍ୱାବ ରିପୋର୍ଟ ପଜିଟିଭ୍‌ ଆସିଛି। ତାଙ୍କୁ ଚିକିତ୍ସା ପାଇଁ ମଣିପାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଏ ନେଇ ନିଜେ ଟ୍ଵିଟ୍‌ କରି ଜଣାଇଛନ୍ତି। ତାଙ୍କ ସଂଶ୍ପର୍ଶରେ ଯିଏ ବି ଆସିଛି ସେ ନିଜର ସ୍ୱାବ ଟେଷ୍ଟ କରିବା ସହ ହୋମ ଆଇସୋଲେସନରେ ରହିବା ପାଇଁ ନିବେଦନ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

one × 1 =