ଏହି ୱେବସାଇଟରୁ ଜାଣନ୍ତୁ ସିବିଏସଇ ଦଶମ ଫଳ

ଭୁବନେଶ୍ୱର () ଆଜି ପ୍ରକାଶ ପାଇବ କେନ୍ଦ୍ର ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ । ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ  ସୂଚନା ଦେଇଛନ୍ତି । ସିବିଏସଇ ୱେବସାଇଟ (www.cbseresults.nic.in)କୁ ଲଗଇନ କରି ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳ ଜାଣିପାରିବେ । ସେହିପରି ଏସଏମଏସ ଜରିଆରେ ବି ପରୀକ୍ଷା ଫଳ ମିଳିପାରିବ । ଏଥିପାଇଁ ୭୭୩୮୨୯୯୮୯୯କୁ ଏସଏମଏସ ପଠାଇବାକୁ ପଡ଼ିବ । ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଡିଜି ଲକର, ଉମଙ୍ଗ ମୋବାଇଲ ଆପ ଜରିଆରେ ସେମାନଙ୍କ ମାର୍କସିଟ, ମାଇଗ୍ରେସେନ ସାର୍ଟିଫିକେଟ ଭଳି ଅନ୍ୟ ପ୍ରମାଣ ପତ୍ର ପାଇପାରିବେ ।

Share

Leave a Reply

Your email address will not be published. Required fields are marked *

four × 2 =