୪ ବିଧାୟକ ଓ ୨ ପୂର୍ବତନ ବିଧାୟକଙ୍କୁ ଜିଲ୍ଲା ସଭାପତି ପଦ

ଭୁବନେଶ୍ୱର() ୩୪ଟି ସାଂଗଠନିକ ଜିଲ୍ଲା ପାଇଁ ବିଜେପି ସଭାପତି ଘୋଷଣା ହୋଇଛି । ୪ ବିଧାୟକ ଓ ୨ ପୂର୍ବତନ ବିଧାୟକଙ୍କୁ ମିଳିଲା ଜିଲ୍ଲା ସଭାପତି ପଦ । ୨ ସଭାପତି ପଦ ବଜାୟ ରଖିଲେ,୩୨ରେ ନୂଆ ମୂହଁ ରହିଛି । ସେପଟେ ଭୁବନେଶର ଓ କଳାହାଣ୍ଡି ଜିଲ୍ଲା ସଭାପତି ଘୋଷଣା ହୋଇନାହିଁ । ଅନୁଗୁଳ-ଦିଲେଶ୍ୱର ପ୍ରଧାନ, ଢେଙ୍କାନାଳ- ନରେଶ ମହାପାତ୍ର,କଟକ ସହର – ଲଲାଟେନ୍ଦୁ ବଡୁ, କଟକ ସଦର- ପ୍ରକାଶ ବେହେରା,ଜଗତସିଂପୁର-ସତ୍ୟବ୍ରତ ମହାପାତ୍ର, କେନ୍ଦ୍ରାପଡା-କିଶୋର ପଣ୍ଡା, ଯାଜପୁର- ଗୌତମ ରାୟ,ଭଦ୍ରକ-ହେମନ୍ତ ପାଢୀ, ବାଲେଶ୍ୱର- ଉମାକାନ୍ତ ମହାପାତ୍ର,ବାରିପଦା- କାନ୍ଦରା ସୋରେନ,ରାଇରଙ୍ଗପୁର-ନବଚରଣ ମାଝୀ, କେନ୍ଦୁଝର- ଅଂଶୁମାନ ମହନ୍ତ ସବୁଜ ବର୍ମା, ବଣାଇ-ଅନୀଲ ବାର୍ଲା, ପାନପୋଷ- ଲତିକା ପଟ୍ଟନାୟକ , ସୁନ୍ଦରଗଡ- ଭବାନୀ ଭୋଇ, ଝାରସୁଗୁଡା- ମଙ୍ଗଳ ସାହୁ, ଦେବଗଡ- ମୀନକେତନ ପ୍ରଧାନ, ସମ୍ବଲପୁର- ଗିରୀଶ ପଟେଲ, ବରଗଡ-ଅଶ୍ୱିନୀ ଷଢଙ୍ଗୀ, ବୌଦ୍ଧ- ବିପ୍ର ଚରଣ ମହାନ୍ତି, ସୋନପୁର-ପ୍ରମୋଦ ମହାପାତ୍ର, ବଲାଙ୍ଗିର- ଶିବାଜୀ ମାହାନ୍ତି, ନୂଆପଡା- ସୁବ୍ରତ ଠାକୁର, କନ୍ଧମାଳ- ଜଗନ୍ନାଥ ସାହୁ, ନବରଙ୍ଗପୁର- ଜଗଦୀଶ ବିଷୋୟୀ, କୋରାପୁଟ- ସୁମନ୍ତ ପ୍ରଧାନ,ମାଲକାନଗିରି- ଆଦିତ୍ୟ ମାଢୀ,ରାୟଗଡା-ଶିବ ପଟ୍ଟନାୟକ, ଗଜପତି-କେ. ନାରାୟଣ ରାଓ, ଗଂଜାମ- ବିଭୂତି ଜେନା, ଘୁମୁସର- ଗୋକୁଳନନ୍ଦ ମଲ୍ଲିକ, ନୟାଗଡ- ଲାଲା ମନୋଜ ରାୟ , ଖୋର୍ଦ୍ଧା- ରଶ୍ମୀରଂଜନ ମହାପାତ୍ର, ପୁରୀ-ଆଶି୍ରତ ପଟ୍ଟନାୟକ ।

Share

Leave a Reply

Your email address will not be published. Required fields are marked *

fifteen + one =