ବିଜେପି ନେତା ତଜିନ୍ଦର ପାଲ୍ ସିଂ ବଗା ଗିରଫ

ବିଜେପି ନେତା ତଜିନ୍ଦର ପାଲ ସିଂ ବଗାଙ୍କୁ ପଞ୍ଜାବ ପୋଲିସ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ଗିରଫ କରିଛି। ଉତ୍ତେଜନାମୂଳକ ଭାଷଣ ଦେବା ଓ ଧମକ ଦେବା ଅଭିଯୋଗରେ ତେଜିନ୍ଦର ପାଲଙ୍କ ବିରୋଧରେ ପଞ୍ଜାବ ପୋଲିସ ଗତମାସରେ ଏକ ମାମଲା ରୁଜୁ କରିଥିଲା। ଫିଲ୍ମ ‘କାଶ୍ମୀର ଫାଇଲ୍ସ’ ଉପରେ ମନ୍ତବ୍ୟ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବାଗା ଧମକ ଦେଇଥିଲେ।

Share

Leave a Reply

Your email address will not be published. Required fields are marked *

three × 1 =