ବିଜେଡିରେ ସାମିଲ ହେଲେ ସୁନ୍ଦରଗଡ ଜିଲ୍ଲାର ଅନେକ ନେତା କର୍ମୀ

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟ , ସୁଶାସନ, ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ସୁନ୍ଦରଗଡ ଜିଲ୍ଲାର ଅନେକ ନେତା କର୍ମୀ ମାନେ ବିଜେଡିରେ ସାମିଲ ହୋଇଛନ୍ତି । ଏକ ବିଶାଳ ରାଲିରେ ଅନେକ ବିଜେପି, କଂଗ୍ରେସ, ଜେଏମଏମ ଓ ଅନେକ କର୍ମୀ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଦଳରେ ସ୍ୱାଗତ କରିବା ସହ ସେମାନଙ୍କ ଯୋଗଦାନ ଦ୍ୱାରା ଦଳ ସୁନ୍ଦରଗଡ ଜିଲ୍ଲାରେ ଅଧିକ ମଜବୁତ ହେବ ବୋଲି ଆଶାପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

ten − eight =