ବିଜୁ ଛାତ୍ର ଜନତା ଦଳର  ରାଜ୍ୟ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା

ଭୁବନେଶ୍ୱର()   ବିଜୁ ଛାତ୍ର ଜନତା  ଦଳର  ରାଜ୍ୟ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି ।  ୩ଜଣ କାର୍ଯ୍ୟକାରୀ ସଭାପତି, ଜଣେ ମହାସଚିବ  ଓ ୩ ଜଣ ବରିଷ୍ଠ ଉପସଭାପତିଙ୍କ ନାମ ଘୋଷଣା କରାଯାଇଛି ।  ଏହାଛଡ଼ା ୬ଜଣ ଜୋନ ସଭାପତି, ୧୧ଜଣ ଉପସଭାପତି ଓ ୪୦ ଜଣ ସାଧାରଣ ସମ୍ପାଦକଙ୍କ ନାମ ଘୋଷଣା କରାଯାଇଛି ।

କାର୍ଯ୍ୟକାରୀ ସଭାପତି:
୧- ଅବିନାଶ ଠାକୁର
୨- ପ୍ରଶାନ୍ତ ପଣ୍ଡା
୩- ରାଜେଶ ରାଜ ସ୍ୱାଇଁ

ମହାସଚିବ: ଇପସିତା ସାହୁ

ବରିଷ୍ଠ ଉପସଭାପତି:
୧-ଅଜିତ ବେହେରା
୨- ବିଶ୍ୱପ୍ରତାପ ସାହୁ
୩- ସ୍ୱାଗତିକା ମହାନ୍ତି

Share

Leave a Reply

Your email address will not be published. Required fields are marked *

3 × three =