ବିଜେପୁରର କଂଗ୍ରେସ ପ୍ରାର୍ଥୀ ଘୋଷଣା

ଆଜି ବିଜେପୁର ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଦିଲ୍ଲୀପ ପଣ୍ଡା ହେଲେ ବିଜେପୁର ଉପ ନିର୍ବାଚନ ପ୍ରାର୍ଥୀ ।

ଆଜି ପୂର୍ବାହ୍ନରେ ୫ ଜଣ ପ୍ରାର୍ଥୀଙ୍କ ନାଁ ଏଆଇସିସିଙ୍କୁ ପଠାଇଥିଲା ରାଜ୍ୟ କଂଗ୍ରେସ । ଏହି ତାଲିକାରେ ଅଭିଷେକ ସେଠ, ଦିଲ୍ଲୀପ ପଣ୍ଡା, ସୁରେନ୍ଦ୍ର ପାତ୍ର,ରବିନ୍ଦ୍ର ପଣ୍ଡା ଓ ସ୍ୱାଧୀସ୍ମିତା ସୁଆରଙ୍କ ନାଁ ରହିଥିଲା ।

Share

Leave a Reply

Your email address will not be published. Required fields are marked *

nine + 6 =