ବିଜେପୁର ପାଇଁ ଖାରଚ ହେଲା ୨ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର

ବରଗଡ() ବିଜେପୁର ଉପନିର୍ବାଚନ ପାଇଁ ସରିଲା ପ୍ରାର୍ଥୀପତ୍ର ଯାଂଚ ପ୍ରକି୍ରୟା । ୩ ପ୍ରମୁଖ ଦଳ ତଥା ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ସହ କାଏମ ରହିଲା ୫ ଜଣଙ୍କ ନାମାଙ୍କନ ପତ୍ର । ଯାଂଚ ବେଳେ କାଟ ଖାଇଲା ଏସପି ଓ ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରାର୍ଥପତ୍ର ।

Share

Leave a Reply

Your email address will not be published. Required fields are marked *

20 − 9 =