ବିଜେଡି ଦଖଲ କଲା ବାଲେଶ୍ବର, 13ହଜାର ବ୍ୟବଧାନରେ ଜିତିଲେ ସ୍ୱରୂପ

ଭୁବନେଶ୍ୱର () ପୁଣିଥରେ ବିଜେଡି ଦଖଲକୁ ଫେରିଲା ବାଲେଶ୍ବର । ମୁଖ୍ୟମନ୍ତ୍ରୀଙ୍କ ବିକାଶ ଏଜେଣ୍ଡାକୁ ଭରସା କଲେ ବାଲେଶ୍ବରବାସୀ । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ 13ହଜାର 516 ଖଣ୍ଡ ଭୋଟରେ ଜିତାଇଛନ୍ତି।  ବିଜେଡି ପ୍ରାର୍ଥୀ 83470 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି 69954 ଖଣ୍ଡ ଓ କଂଗ୍ରେସ 4973 ଖଣ୍ଡ ଭୋଟ ପାଇଛି । ଏହି ବିଜୟ ସହ ବାଲେଶ୍ବରରେ ବିଜେପି ଠାରି ମୁହଁ ଫେରାଇଛନ୍ତି ନିବଚନମଣ୍ଡଳୀର ଭୋଟର। ବିଜୟ ପରେ ସ୍ୱରୂପ ଦାସ ରାଜ୍ୟ ସରକାରଙ୍କ ବିକାଶଧାରର ଏକ ଅଂଶ ହୋଇ ନିଜ ଅଂଚଳର ସର୍ବାଙ୍ଗୀନ ଉନ୍ନତି କରିବେ ବୋଲି କହିଛନ୍ତି । 

Share

Leave a Reply

Your email address will not be published. Required fields are marked *

twenty − nineteen =