ରାଜନୀତିରୁ ସନ୍ୟାସ ନେବେ ଭକ୍ତ

ଭୁବନେଶ୍ୱର () ନିର୍ବାଚନରୁ ସନ୍ୟାସ ନେବେ ଭକ୍ତ ଦାସ ।  ଆଉ ନିର୍ବାଚନ ଲଢିବେନି ଭକ୍ତ  । ଯେତିକି ସମୟ ନିର୍ବାଚନ ଲଢିଛନ୍ତି ସେତିକି ଯଥେଷ୍ଟ ବୋଲି କଂଗ୍ରେସ ପଦଯାତ୍ରାରେ ସାଂସଦ ତଥା କଂଗ୍ରେସ ବରିଷ୍ଠ ନେତା ଭକ୍ତ ଦାସ ସୂଚନା ଦେଇଛନ୍ତି ।

ସେ ୯ଥର ନିର୍ବାଚନ ଲଢିଲେଣି । ଏଥିରୁ ସେ ୩ଥର ଏମପି ହୋଇଛନ୍ତି ଓ ୬ଥର ପରାଜିତ ହୋଇଥିଲେ । ନୂଆ ପିଲାଙ୍କୁ ସୁଯୋଗ ଦିଆଯାଉ । କଂଗ୍ରେସ ଦଳରେ ରହି ଲୋକଙ୍କ ପାଇଁ ସଂଗ୍ରାମ ଜାରି ରଖିବେ ବୋଲି କଂଗ୍ରେସ ପଦଯାତ୍ରା ଅବସରରେ ବରିଷ୍ଠ ନେତା ଭକ୍ତ ଦାସ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

16 + 19 =