ଇସ୍ତଫା ଦେଲେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ

ଭୁବନେଶ୍ବର()  ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଆଜି ଭକ୍ତ ଦାସ ଇସ୍ତଫା ଦେଇଛନ୍ତି । ସେ ନିଜ ଇସ୍ତଫା ପତ୍ର ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି । ଗତକାଲି ରାଜ୍ୟରେ ୧୪୬ଟି ବିଧାନସଭା ସମେତ ୨୧ଟି ଲୋକସଭାରେ ଭୋଟ ଗଣତି ହୋଇଥିଲେ । ଏଥିରେ କଂଗ୍ରେସ ଅତି ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଦଳ ବିଧାନସଭାରେ ମାତ୍ର ୮ଟି ଆସନରେ ବିଜୟ ଲାଭ କରିଥିବା ବେଳେ ମାତ୍ର ଗୋଟିଏ ଲୋକସଭା ଆସନ ହାସଲ କରିଥିଲା ।

Share

Leave a Reply

Your email address will not be published. Required fields are marked *

five × 1 =