ଆଜି ବେଲାରୁସ ବୈଠକ

ଆଜି ବେଲାରୁସରେ ହେବ ବୈଠକ । ଋଷ୍ ଓ ୟୁକ୍ରେନ ପ୍ରତିନିଧି ଦଳ କରିବେ ଆଲୋଚନା ।
ତୁରନ୍ତ ଯୁଦ୍ଧ ବିରତି ଏବଂ ୟୁକ୍ରେନରୁ ଋଷ ସେନା ପ୍ରତ୍ୟାହାର ଆଲୋଚନାର ମୁଖ୍ୟ ପ୍ରସଙ୍ଗ – ୟୁକ୍ରେନ
ଆମେ ୟୁକ୍ରେନ ସହ ଚୁକ୍ତିନାମା କରିବାକୁ ଚାହୁଁଛୁ – ଋଷ ରାଷ୍ଟ୍ରପତି ଭ୍ଲାଡିମିର୍ ପୁଟିନ ।
ଋଷ୍ ସହ ଯୁଦ୍ଧ କରିବା ପାଇଁ କିଛି କଏଦୀଙ୍କୁ ମୁକ୍ତ କରିବ ୟୁକ୍ରେନ – ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି
ନାଟୋ ରାଷ୍ଟ୍ରଗୁଡିକ ୟୁକ୍ରେନକୁ ଏୟାର ଡିଫେନ୍ସ ମିଜାଇଲ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଯୋଗାଇବା ଆରମ୍ଭ କରିଛନ୍ତି ।
ଋଷ ଆକ୍ରମଣରେ ୟୁକ୍ରେନରେ 102 ଜଣ ବେସାମରିକ ବ୍ୟକ୍ତି ପ୍ରାଣ ହରାଇଲେଣି ।
ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ତୁରନ୍ତ ୟୁରୋପୀୟ ୟୁନିଅନର ସଦସ୍ୟତା ପ୍ରଦାନ କରିବାକୁ ଦାବି କରିଛନ୍ତି ।
ଦେଶ ଛାଡିବା ପାଇଁ ସୀମାନ୍ତରେ ୟୁକ୍ରେନ ନାଗରିକଙ୍କ ଭିଡ । ପଡେଶୀ ରାଷ୍ଟ୍ରର ଶରଣାର୍ଥୀ ହେବା ଅପେକ୍ଷାରେ 4 ଲକ୍ଷ ୟୁକ୍ରେନ ନାଗରିକ ।

Share

Leave a Reply

Your email address will not be published. Required fields are marked *

2 × 4 =