ଭୁବନେଶ୍ୱର ହେଲା ୱାଇ ଫାଇ ସିଟି

ଭୁବନେଶ୍ୱର () ରାଜଧାନୀ ଭୁବନେଶ୍ୱର ହେଲା ୱାଇ ଫାଇ ସିଟି ।  ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହି ସେବାର ଉଦଘାଟନ କରିଛନ୍ତି । ରାଜଧାନୀର 500 ଟି ହଟସ୍ପଟରେ ଏହି ସେବା ଉପଲବ୍ଧ ହେବ ।

Share

Leave a Reply

Your email address will not be published. Required fields are marked *

6 + 18 =