ଏକାଧିକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣକୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ

ନୂଆଦିଲ୍ଲୀ() ଆଜି ଏକାଧିକ ରାଷ୍ଟ୍ରାୟତ୍ତବ୍ୟାଙ୍କ ମିଶ୍ରଣକୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ ମିଳିଛି । ପଂଜାବ ନେସନାଲ ବ୍ୟାଙ୍କ ସହ ବିଲୀନ ହେବେ ୨ଟି ବ୍ୟାଙ୍କ । ଏହି ଦୁଇଟି ବ୍ୟାଙ୍କ ହେଲେ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଏବଂ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ । ଏହାସହ କାନାରା ବ୍ୟାଙ୍କ ସହ ମିଶିଟିବ ସିଣ୍ଡିକେଟ ବ୍ୟାଙ୍କ । ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ସହ ମିଶିଯିବ ଆନ୍ଧ୍ର ଓ କର୍ପୋରେସନ ବ୍ୟାଙ୍କ । ଇଣ୍ଡିଆନ ବ୍ୟାଙ୍କ ସହ ମିଶିଯିବ ଆହ୍ଲାବାଦ ବ୍ୟାଙ୍କ । ଏହି ସମିଶ୍ରିତ ବ୍ୟାଙ୍କ ଏପ୍ରିଲ ୧ରୁ କାର୍ଯ୍ୟକ୍ଷମ ହେବା ନେଇ ସୂଚନା ରହିଛି ।

Share

Leave a Reply

Your email address will not be published. Required fields are marked *

twelve − twelve =