ଜେଲରୁ ଆଉ ବାହାରିପାରିବେନି ରାମପାଲ

ନୂଆଦିଲ୍ଲୀ– ଆତ୍ମଘୋଷିତ ବାବା ରାମପାଲଙ୍କୁ ଆଜୀବନ କାରା ଦଣ୍ଡ ହୋଇଛି । ହିସାର କୋର୍ଟ ତାଙ୍କ ବିରୁଧରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ହତ୍ୟା ଓ ବନ୍ଧା ରଖିବା ଅଭିଯୋଗରେ କୋର୍ଟ ରାମପାଲଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ୪ଜଣ ମହିଳାଙ୍କୁ ଏବଂ ଜଣେ ଶିଶୁ କନ୍ୟାଙ୍କୁ ହତ୍ୟା କରିବା ଅଭିଯୋଗରେ କୋର୍ଟ ତାଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ବର୍ତମାନ ରାମପାଲ ଗିରଫ ପରଠାରୁ ଜେଲରେ ଅଛନ୍ତି । ହିଂସା ଆଶଙ୍କା କରି ଜେଲରେ କୋର୍ଟବସି ଶୁଣାଣି କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

18 + 19 =