ମସ୍ଜିଦ୍ ପାଇଁ ଦାନରେ ୫ ଏକର ଜମି ଗ୍ରହଣ କରିବା ଉଚିତ୍ ନୁହେଁ: ଓବେସୀ

ହାଇଦ୍ରାବାଦ() ଆଜି ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଶୁଣାଇଛନ୍ତି । ହେଲେ ଏହି ରାୟକୁ ଏଆଇଏମ୍ଏମର ମୁଖ୍ୟ ଅସଦୁଦ୍ଦିନ ଓବେସୀ ଗ୍ରହଣ କରୁନାହାନ୍ତି ବୋଲି କହିଛନ୍ତି । ମସ୍ଜିଦ୍ ପାଇଁ ଦାନରେ ୫ ଏକର ଜମି ଗ୍ରହଣ କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି । ଏଥିପାଇଁ ଆଇନଗତ ଲଢେଇ ଜାରି ରହିବା ଦରକାର ବୋଲି ସେ କହିଛନ୍ତି । ଭାରତର ନାଗରିକ ହିସାବରେ ସେ ଅଦାଲତଙ୍କର ଏହି ଫଇସାଲାରେ ସନ୍ତୁଷ୍ଟ ନଥିବା କଥା କହିଛନ୍ତି । ଏହା ତାଙ୍କର ବ୍ୟକ୍ତିଗତ ମତ ।

Share

Leave a Reply

Your email address will not be published. Required fields are marked *

3 × four =