ସର୍ବଦଳୀୟ ବୈଠକକୁ ବର୍ଜନ, ପ୍ରତିବାଦ ଜାରି ରହିବ

ଭୁବନେଶ୍ୱର () ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ପ୍ରତିକ୍ରିୟା-ଆମେ ଆଜି କଳା କନା ପିନ୍ଧି ପ୍ରତିବାଦ କରିଛୁ। ସ୍ମିତାରଣୀ ମୃତ୍ୟୁ ଘଟଣାରେ ଆମକୁ କହିବାକୁ ସୁଯୋଗ ମିଳିଲାନି। ସମିତିସଭ୍ୟ, ଜିଲ୍ଲାପରିଷଦ ଓ ରାମକୋ ସିମେଣ୍ଟ ଅଧିକାରୀଙ୍କ ବିରୋଧରେ 306 ବଦଳରେ 302 ଦଫା ଲଗାଯାଇ ଗିରଫ ଓ ଏସପିଙ୍କୁ ବହିଷ୍କାର କରାଯାଉ। ସିବିଆଇ ତଦନ୍ତ ନ ହେବା ଯାଏ ଏଭଳି ବିରୋଧ ଜାରି ରହିବ। ଘଣ୍ଟାକୁ ଘଣ୍ଟା ପରିବର୍ତ୍ତନ ହେବ ବଜେପିର ନିଷ୍ପତ୍ତି। ସର୍ବଦଳୀୟ ବୈଠକରେ ଯୋଗ ଦେଲାନି ବଜେପି। ଗତ 3 ଦିନ ଧରି ବାଚସ୍ପତି କହିବାକୁ ସୁଯୋଗ ନ ଦେବାରୁ ଆମେ ଗଲୁନି ବୋଲି ବିରୋଧୀ ଦଳ ନେତା ସୂଚନା ଦେଇଛନ୍ତି।
Share

Leave a Reply

Your email address will not be published. Required fields are marked *

12 − 9 =