ଦାୟିତ୍ୱ ଗ୍ରହଣ କଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ରେଳମନ୍ତ୍ରୀ ଭାବେ କାର୍ଯ୍ୟଭାର ଆରମ୍ଭ କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ଓଡ଼ିଶାରୁ ପ୍ରଥମ ସାଂସଦ ଭାବେ ସେ ରେଳ ବିଭାଗରେ ସ୍ଥାନ ପାଇଛନ୍ତି । କାର୍ଯ୍ୟ ଆରମ୍ଭରୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଂଶସା କରିଛନ୍ତି । ସେ କହିଛନ୍ତି କି, ରେଳ ମନ୍ତ୍ରୀଳୟରେ ମୋଦିଙ୍କ ବଡ଼ ଭୀଜନ ରହିଛି । ତାହାକୁ ମୁଁ ପୂରଣ କରିବା ଲାଗି ଚେଷ୍ଠା କରିବ । ତେବେ କହି ରଖୁଛୁ କି, ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ବିଜେପି ପ୍ରାର୍ଥୀ ହୋଇଥିଲେ ସୁଦ୍ଧା ସେ ବିଜେଡି ସମର୍ଥିତ ହୋଇ ରାଜ୍ୟସଭାକୁ ଯାଇଛନ୍ତି । ପ୍ରଥମଥର ସାଂସଦ ହୋଇଥିଲେ ସୁଦ୍ଧା ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ତାଙ୍କୁ ସ୍ଥାନ ମିଳିଛି ।

Share

Leave a Reply

Your email address will not be published. Required fields are marked *

one × three =