ଧର୍ମେନ୍ଦ୍ରଙ୍କୁ ହରାଇଥିଲେ ଅରୁଣ

ଭୁବନେଶ୍ୱର () ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍ ଜୁବଲିର ଆଜି ଥିଲା ଦ୍ବିତୀୟ ଦିନ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର କ୍ୟାମ୍ପସ ଜୀବନର ସ୍ମୃତି ମନେ ପକାଇଛନ୍ତି ।

ଏହି ଅବସରରେ ଧର୍ମେନ୍ଦ୍ର ନିଜର ଛାତ୍ର ଜୀବନ କଥା ମନେ ପକାଇ କହିଥିଲେ କି, କ୍ୟାମ୍ପସ ନିର୍ବାଚନରେ ଏଠାରେ ତାଙ୍କୁ ଅରୁଣ ସାହୁଙ୍କଠୁ ହାରିବାକୁ ପଡ଼ିଥିଲା । ହେଲେ ବିଶ୍ବବିଦ୍ୟାଳୟର ଅବଦାନ ଲାଗି ଉଭୟ ବିଜେତା ଓ ପରାଜିତ ନିଜ ନିଜ କ୍ଷେତ୍ରରେ ଖୁବ୍ ଆଗକୁ ଯାଇ ପାରିଛନ୍ତି । ଏହା ସହ ବାଣୀବିହାରକୁ ୧୦୦ କୋଟିର ଅନୁଦାନ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

Share

Leave a Reply

Your email address will not be published. Required fields are marked *

15 − 14 =