ଅନ୍ତେବାସୀଙ୍କ ସହ ସମୟ ବିତାଇବା ସହ ରାମାୟଣ ଦେଖିଲେ ମନ୍ତ୍ରୀ

ନୟାଗଡ଼() ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ନୟାଗଡ଼ ଗ୍ରସ୍ତରେ ଆସି ସ୍ଥାନୀୟ ଜରାଶ୍ରମ ସମର୍ପଣ ଅନ୍ତେବାସୀଙ୍କ ସହ ସମୟ ବିତାଇଛନ୍ତି ।

କରୋନା କଟକଣା ସମୟରେ ସେମାନଙ୍କର ଭଲମନ୍ଦ ବୁଝିବା ସହ ଅନ୍ତେବାସୀଙ୍କ ସହ ରାମାୟଣ ଦେଖିଛନ୍ତି । ମନ୍ତ୍ରୀଙ୍କ ଏହି ଗ୍ରସ୍ତ ସମୟରେ ଶାନ୍ତି ଚାରିଟେବୁଲ ଟ୍ରଷ୍ଟ ସଭାପତି ପ୍ରମୋଦ ପଟ୍ଟନାୟକ, ସଂପାଦକ ଅରୁଣ କୁମାର ମହାନ୍ତି, ପି.କେ ବସନ୍ତିଆ, ଶ୍ରୀଧର ସାହୁ, ସନ୍ତୋଷ ନାୟକ, ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୂଖ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

four × 2 =