ଆନ୍ଧ୍ର ବାତ୍ୟାରେ ୮ଜଣଙ୍କ ପ୍ରାଣହାନୀ

ବିଜୟନଗରମ—ତିତଲି ପ୍ରଭାବରେ ଆନ୍ଧପ୍ରଦେଶର ବିଜୟନଗରମ୍ ଓ ଶ୍ରୀକାକୁଲମ ଜିଲ୍ଲାରେ ବାତ୍ୟା ତାଣ୍ଡବ ସୃଷ୍ଟି ହୋଇଛି । ବ୍ୟାପକ ଅଂଚଳରେ ଘରଦ୍ୱାର ଭାଙ୍ଗିବା ସହିତ ବଡବଡ ଗଛ ଉପୁଡି ପଡିଛି । ବିଦୁତ୍ୟ ଖୁଂଟ ଭାଙ୍ଗିପଡି ବିଦ୍ୟୁତ ଯୋଗାଯୋଗ ବ୍ୟହତ ହୋଇଛି । କେବଳ ବିଜୟନଗରମ ଓ ଶ୍ରୀକାକୁଲମ ଜିଲ୍ଲାରେ ୮ଜଣଙ୍କର ପ୍ରାଣହାନୀ ଘଟିଥିବା ଖବର ମିଳିଛି । ଏବେସୁଦ୍ଧା ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ପବନ ଲାଗି ରହିଛି ।

Share

Leave a Reply

Your email address will not be published. Required fields are marked *

eighteen + two =