କାବୁଲରେ ଆମେରିକାର ଏୟାର ଷ୍ଟ୍ରାଇକ୍

କାବୁଲ: କାବୁଲ ବିମାନ ବନ୍ଦର ନିକଟରେ ଆମେରିକାର ଏୟାର ଷ୍ଟ୍ରାଇକ୍ । ଆମେରିକା ଏୟାର ଷ୍ଟ୍ରାଇକ୍ କରିଥିବା ନେଇ ଆନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରଏଟର୍ସ ସୂତ୍ର ପକ୍ଷରୁ ପ୍ରକାଶ କରାଯାଇଛି । ଆଇଏସଆଇଏସ-କେ ଆତଙ୍କବାଦୀଙ୍କୁ ଲକ୍ଷ୍ୟ କରି ଏୟାର ଷ୍ଟ୍ରାଇକ୍ କରାଯାଇଥିବା ପ୍ରକାଶ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

sixteen + six =