ବାୟୁସେନାର ନୂଆ ମୁଖ୍ୟ ଭଦୋରିଆ

ନୂଆଦିଲ୍ଲୀ () ନୂଆ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ରାକେଶ କୁମାର ସିଂ ଭଦୋରିଆ । ଆଜି ଏୟାର ଚିଫ ମାର୍ଶାଲ ବି.ଏସ. ଧନୱାଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବାୟୁସେନାର ଜଣେ ଦକ୍ଷ ପାଇଲଟ ହେଉଛନ୍ତି ରାକେଶ କୁମାର ସିଂହ ଭଦୋରିଆ । ସେ ରାଫେଲ ସହ ୨୬ ପ୍ରକାରର ଲଢୁଆ ବିମାନ ଉଡାଇସାରିଛନ୍ତି । କେନ୍ଦ୍ର ସରକାର ବାୟୁସେନାର ନୂଆ ମୁଖ୍ୟ ନାମ ଘୋଷଣା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

12 + 13 =