ସଡକ ଦୁର୍ଘଟଣାରେ ୨୩ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଉତ୍ତରପ୍ରଦେଶ()ଉତ୍ତରପ୍ରଦେଶ  ଔରେୟା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇ ୨୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହାସହ ଦୁର୍ଘଟଣାରେ ୧୫ ପ୍ରବାସୀ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଶ୍ରମୀକଙ୍କୁ  ନେଇଯାଉଥିବା ଗାଡିକୁ ଧକ୍କା ଦେଇଥିଲା ଟ୍ରକ। ଯାହାଫଳରେ ଏହିପରି ପରିସ୍ଥିତି ସେଠାରେ ସୃଷ୍ଟି ହୋଇଛି। ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିବା ସହ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

one × two =