ଶ୍ରମିକଙ୍କ ଉପରେ ଚଢିଗଲା ମାଲବାହୀ ଟ୍ରେନ, ୧୫ ମୃତ

ମୁମ୍ବାଇ () ମହାରାଷ୍ଟ୍ରର ଔରଙ୍ଗାବାଦରେ ଟ୍ରେନ୍ ମାଡିଯାଇ ୧୫ ଶ୍ରମିକ ମୃତ । ଶ୍ରମିକଙ୍କ ଉପରେ ଚଢିଗଲା ମାଲବାହୀ ଟ୍ରେନ୍ । କର୍ମାଡ ଷ୍ଟେସନ ନିକଟରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା । ଛତିଶଗଡକୁ ଫେରୁଥିଲେ ପ୍ରବାସୀ ଶ୍ରମିକ । ସକାଳ ସାଢେ ୬ଟାରେ ଘଟିଛି ଦୁର୍ଘଟଣା ।

 

Share

Leave a Reply

Your email address will not be published. Required fields are marked *

3 × 1 =