୬ ଆତଙ୍କବାଦୀ ନିପାତ

ଜମ୍ମୁକାଶ୍ମୀରର ଅବନ୍ତିପୁରା ଠାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୬ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ସେମାନଙ୍କ ଠାରୁ ବହୁ ଅସ୍ତ୍ରଶସ୍ତ୍ର ସହିତ ବିସ୍ପୋରକ ଆଦି ଜବତ କରାଯାଇଛି । ଏବେ ମଧ୍ୟ ସମ୍ପୃକ୍ତ ଅଂଚଳରେ ଗୁଳି ବିନିମୟ ଜାରୀ ରହିଛି । ସୁରକ୍ଷା ଦାୟୀତ୍ୱରେ ଥିବା ଜବାନ ମାନେ ସେ ଅଂଚଳକୁ ଘେରାବନ୍ଦୀ କରି ରଖି ସର୍ଚ ଅପରେସନ ଜାରି ରଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

seven − four =