ସିଞ୍ଜୋ ଆବେଙ୍କୁ ଗୁଳିମାଡ

ସିଞ୍ଜୋ ଆବେଙ୍କୁ ହୋଇଛି ଗୁଳିମାଡ । ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ବିଚ୍ ରାସ୍ତା ଉପରେ ଗୁଳିମାଡ କରାଯାଇଛି । ନାରା ସହରରେ ଗୋଟିଏ ଅଭିଭାଷଣ ରଖୁଥିବାବେଳେ ପଛଆଡୁ ଜଣେ ଦୁର୍ବୃତ୍ତ ତାଙ୍କୁ ଗୁଳିମାଡ କରିଥିଲେ । ଘଟଣାସ୍ଥଳରେ ଟଳିପଡିଛନ୍ତି ସିଞ୍ଜୋ ଆବେ । ଗୁରୁତ୍ତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜାପାନ ଗଣମାଧ୍ୟମ ତରଫରୁ କୁହାଯାଇଛି । ୨୦୦୬-୨୦୦୭, ୨୦୧୨ରୁ ୨୦୨୦ ଯାଏଁ ଜାପାନର ପ୍ରଧାନମନ୍ତ୍ରୀ ଥିଲେ ସିଞ୍ଜୋ ଆବେ । ଭାରତରେ ତାଙ୍କର ବେଶ୍ ଲୋକପ୍ରିୟତା ରହିଥିଲା ।

Share

Leave a Reply

Your email address will not be published. Required fields are marked *

seventeen + 19 =