ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ବିମାନ ଯାତ୍ରାବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଦିଲ୍ଲୀ ହାଇକୋର୍ଟଙ୍କ ଏକ ନିର୍ଦ୍ଦେଶ ବଳରେ ଲାଗୁ ହେଲା କଟକଣା । କେବଳ ବିଶେଷ କ୍ଷେତ୍ରରେ ମାସ୍କ ଖୋଲିବାକୁ ଅନୁମତି ମିଳିବ । ଉଲ୍ଲଘଂନକାରୀଙ୍କୁ ‘ନୋ ଫ୍ଲାଏ ଲିଷ୍ଟ’ ରେ ରଖାଯିବାକୁ ଘୋଷଣା ।

Share

Leave a Reply

Your email address will not be published. Required fields are marked *

10 − 3 =