ଅଯୋଧ୍ୟା ମାମଲାର ଶୁଣାଣି ଅକ୍ଟୋବର ୨୯ରେ

ନୂଆଦିଲ୍ଲୀ–ଅଯୋଧ୍ୟା ଜମି ବିବାଦ ସମ୍ପର୍କରେ ଆସନ୍ତା ଅକ୍ଟୋବର ୨୯ ତାରିଖ ଠାରୁ ସୁପ୍ରିମକୋର୍ଟରେ ସୁଣାଣି ଆରମ୍ଭ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହି ମାମଲାର ଶୁଣାଣି ୩ଜଣିଆ ଖଣ୍ଡପୀଠ ଦ୍ୱାରା କରାଯିବା ସହିତ ଏହା ମାମଲା ସୁପ୍ରିମକୋର୍ଟର ବୃହତର ବେଂଚକୁ ଯିବାର କୌଣସି ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

18 − 10 =