ଅବସର ନେଲେ ସୁରେଶ ରୈନା

କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଛନ୍ତି ସୁରେଶ ରୈନା । ପୂର୍ବରୁ ୨୦୨୦ ମସିହାରେ ଆନ୍ତର୍ଜାତିକ କ୍ରିକେଟରୁ ଅବସର ଘୋଷଣା କରିସାରିଥିଲେ ରୈନା । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଥିବାବେଳେ ଆଇପିଏଲ ଓ ଉତ୍ତରପ୍ରଦେଶ ଘରୋଇ କ୍ରିକେଟ ପାଇଁ ସେ ଖେଳୁଥିଲେ । ଏବେ ସବୁ ଫର୍ମାଟରୁ ସନ୍ୟାସ ନେଇଥିବା ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରି କହିଛନ୍ତି ରୈନା । ସୁରେଶ ରୈନା ତାଙ୍କ କ୍ରିକେଟ କ୍ୟାରିଅରରେ ଭାରତ ପାଇଁ ୧୮ଟି ଟେଷ୍ଟ ମ୍ୟାଚ୍ ଖେଳିଥିବାବେଳେ ୨୨୬ଟି ଦିନିକିଆ ଓ ୭୮ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × five =