ଅକ୍ଟୋବର ୧୧ରେ କଲେଜ ନିର୍ବାଚନ

ବାଜିଲା କଲେଜ ନିର୍ବାଚନ ବିଗୁଲ, ଅକ୍ଟୋବର ୧୧ରେ ହେବ କଲେଜ ନିର୍ବାଚନ । ଉଚ୍ଚଶିକ୍ଷା ବିଭାଗର ବିଧିବଦ୍ଧ ବିଗ୍ୟପ୍ତି । ଅକ୍ଟୋବର ୧ରେ କଲେଜ ସ୍ତରରେ ପ୍ରକାଶ ପାଇବ ବିଗ୍ୟପ୍ତି । ୩ରେ ନାମାଙ୍କନ, ୪ରେ ନାମାଙ୍କନ ଯାଂଚ ଓ ଚୂଡାନ୍ତ ପାର୍ଥୀ ତାଲିକା ୧୦ ତାରିଖରେ ‘ମୁଁ କାହିଁକି ପାର୍ଥ୍ରୀ ହେଲି ସଭା ୧୧ତାରିଖ ସକାଳେ ୮ଟାରୁ ଦିନ ୨ଟା ଯାଏ ଭୋଟ୍ ଗ୍ରହଣ ଦିନ ୨ଟା ପରେ ଭୋଟ ଗଣତି ଓ ଫଳାଫଳ ଘୋଷଣା ୧୨ରେ ବିଜୟୀ ପ୍ରାର୍ଥୀଙ୍କ ଶପଥ ଗ୍ରହଣ ।

Share

Leave a Reply

Your email address will not be published. Required fields are marked *

9 − one =