Latestରାଜନୀତି

ରବିନନ୍ଦଙ୍କ ଗିରଫ ଦାବି କଲେ ବିଧାୟକ

ଜୟପୁର—ରାଜନଅର ଠାରେ ହୋଇଥିବା ଗୁଳି କାଣ୍ଡରେ ବାପପୁଅ ଆହତ ଘଟଣାରେ ବିଧାୟକ ତାରା ପ୍ରସାଦ ବାହୀନିପତି ପୁର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ରବି ନନ୍ଦ ସପୃକ୍ତ ଅଛନ୍ତି ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି । ତାରା କହିଛିନ୍ତି ଆସନ୍ତା ୨ ତାରିଖ ସୁଧା ଯଦି ଶ୍ରୀନନ୍ଦଙ୍କୁ ଗିରଫ ନକରାଯାଏ ତେବେ ଆସନ୍ତା ୩ ତାରିଖ ଠାରୁ ସେ ରାସ୍ତାକୁ ଓହ୍ଲାଇବେ ।
ତାରାଙ୍କ ଏହି ଅଭିଯୋଗପରେ ପତିକ୍ରିୟା ରଖି ପୁର୍ବତନ ମନ୍ତ୍ରୀ ରବି ନନ୍ଦ କହିଛନ୍ତି ଯେ ତାରାଙ୍କ ଅଭିଯୋଗ ସଇତାନର ବେଦପାଠ ଭଳି ହୋଇଛି । ତାରା ନିଜେ କାଚ ଘରେ ରହି ଅନ୍ୟଙ୍କୁ ଟେକା ଫିଙ୍ଗୁଛନ୍ତି ।

Share

Leave a Reply

Your email address will not be published. Required fields are marked *

five × 2 =